The Ultimate Managed Hosting Platform
ADVERTISEMENT

ରାସ୍ତାରେ ପଲଟି ମାରିଲା ମର୍ସିଡିଜ, ୨ ଆହତ

Facebook
Twitter
LinkedIn

ଭୁବନେଶ୍ୱର : କଟକ-ଭୁବନେଶ୍ୱର ରାସ୍ତାରେ ମର୍ସିଡିଜ ପଲଟି ମାରିଲା । ନନ୍ଦନକାନନ ରୋଡରେ ଦୁଇ ଗଡା ଦେଇ ଅପରପାଶ୍ୱର୍ରେ ପଡିଲା । ଡିଭାଇଡରରେ ପିଟି ହୋଇ ରାସ୍ତାର ଅପରପାଶ୍ୱର୍ରେ ପଡିଲ ମର୍ସିଡିଜ ଗାଡି । କାରରେ ଥିବା ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login