The Ultimate Managed Hosting Platform
ADVERTISEMENT

ଯାତ୍ରୀଙ୍କୁ “ଆମ ବସ” କଣ୍ଡକ୍ଟରଙ୍କ ଥାପଡ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ଯୁକ୍ତତର୍କରୁ ଯାତ୍ରୀଙ୍କୁ ଥାପଡ ମାରିଲେ “ଆମ ବସ” କଣ୍ଡକ୍ଟର । ବସ ଭିତରୁ ବାହାରି ଆସି ବାହାରେ ଥାପଡ ମାରିଲେ । କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ । ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପରେ ଥାପଡ ମାରିଲେ । ଓଡି୩୩ଏଏଚ୦୧୬୬ ନଂ ଥିବା ଆମ ବସ କଣ୍ଡକ୍ଟରଙ୍କ ଦାଦାଗିରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login