The Ultimate Managed Hosting Platform
ADVERTISEMENT

ଧକ୍କା ଦେଇ ଓଲଟିଲା ଅଟୋ ; ୧୩ ଆହତ

Facebook
Twitter
LinkedIn

ମୋହନା : ବାଇକକୁ ଧକ୍କା ଦେଇ ଓଲଟିଲା ଅଟୋ । ଫଳରେ ୧୩ ଜଣ ଆହତ ହୋଇଛନ୍ତି । ଗୋବିନ୍ଦପୁର ନିକଟରେ ଘଟିଛି ଦୁର୍ଘଟଣା । ବାଇକ ଆରୋହୀ ଦମ୍ପତିଙ୍କ ସହ ୧୩ ଜଣ ଆହତ ହୋଇଛନ୍ତି । ବାଇକ ଆରୋହୀ ଦମ୍ପତିଙ୍କ ସହ ୫ ଜଣଙ୍କ ଅବସ୍ଥା ଗୁରୁତୁ ହୋଇଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ରାସନ ଚାଉଳ ନେଇ ଫେରିବା ବେଳେ ଘଟିଛି ଦୁର୍ଘଟଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login