The Ultimate Managed Hosting Platform
ADVERTISEMENT

୨୧ରେ ପୁଣି ଭାରତ-ପାକିସ୍ତାନ ମୁକାବିଲା

Facebook
Twitter
LinkedIn

ନୂଆଦିଲ୍ଲୀ : ଏସିଆ କପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆସନ୍ତା ୨୧ରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ୟୁଏଇକୁ ୪୧ ରନରେ ହରାଇବା ପରେ ଗ୍ରୁପ-୪ରେ ପାକିସ୍ତାନ । ପୂର୍ବରୁ ଗ୍ରୁପ-୪ରେ ପ୍ରବେଶ କରି ସାରିଥିବା ଭାରତକୁ ଭେଟିବ ପାକିସ୍ତାନ । ଟୁର୍ଣ୍ଣାମେଣ୍ଟର ଲିଗ ମ୍ୟାଚରେ ଭାରତ ଠାରୁ ହାରିଛି ପାକିସ୍ତାନ ।ସେପ୍ଟେମ୍ବର ୧୪ ରବିବାର ଦିନ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଏକ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଖେଳିଥିଲେ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ୭ ୱିକେଟ୍ରେ ଜିତିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login