The Ultimate Managed Hosting Platform
ADVERTISEMENT

ସେପ୍ଟେମ୍ବର ୨୭ରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାକୁ ନେଇ ଦ୍ୱନ୍ଦରେ ଶିକ୍ଷକ

Facebook
Twitter
LinkedIn

ଭୁବନେଶ୍ୱର : ଦ୍ବନ୍ଦ୍ବରେ ଶିକ୍ଷକ। ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା ଦିନ ଶିକ୍ଷକମାନେ ସ୍କୁଲରେ ରହିବେ ନାଁ ପରୀକ୍ଷା ଦେବାକୁ ଯିବେ । ସେପ୍ଟେମ୍ବର ୨୭ରେ ସ୍ୱତନ୍ତ୍ର ଙଞଋଞ ପରୀକ୍ଷା । ପ୍ରଶ୍ନପତ୍ର ଲିକ ଓ ବୋର୍ଡରେ ଅଧିକାରୀ ନଥିବାରୁ ବାରମ୍ବାର ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି । ଏଥର ୨୭କୁ ପରୀକ୍ଷା ତାରିଖ ଭାବେ ନିର୍ଧାରଣ କରାଯାଇଛି । ତାହା ଶନିବାର ଓ କାର୍ୟ୍ୟ ଦିବସ । ସେ ଦିନ ଶିକ୍ଷକ ସ୍କୁଲ ଯାଇ ପାଠ ପଢ଼ାଇବେ ନା ପରୀକ୍ଷା ଦେବାକୁ ଯିବେ, ସେ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି। ୭୫ ହଜାର ପ୍ରାଥମିକ ଶିକ୍ଷକ ଏହି ପରୀକ୍ଷା ଦେବେ। ଯେଉଁ ସ୍କୁଲରେ ସବୁ ଶିକ୍ଷକ ପରୀକ୍ଷା ଦେବେ, ସେଦିନ ସ୍କୁଲ ଖାଲି ହୋଇଯିବ। କେଉଁ ପରିସ୍ଥିତିରେ ସରକାର କାର୍ୟ୍ୟ ଦିବସରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି, ତାକୁ ନେଇ ଶିକ୍ଷକ ପ୍ରଶ୍ନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login