ବ୍ୟୁରୋ : ହଳଦୀରେ ଏମିତି ପ୍ରାକ୍ରୁତିକ ଜିନିଷ ରହିଛି, ଯାହା କିଡନୀ ଜନିତ ସମସ୍ୟାକୁ ଚୁଟକୀରେ ଗାୟବ କରିବ । ହଳଦୀରେ ମିଳୁଥିବା କର୍କୁମିନ୍ ଉପାଦାନ କିଡନୀ ସଂକ୍ରମଣକୁ ହ୍ରାସ କରିବାରେ ସାହାଯ୍ୟ କରେ । ହଳଦୀରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ଅଛି, ଯାହା କିଡନୀ କୋଷଗୁଡ଼ିକୁ ମୁକ୍ତ ରାଡିକାଲ୍ ଅର୍ଥାତ୍ କ୍ଷତିକାରକ ଉପାଦାନରୁ ରକ୍ଷା କରେ । ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ କର୍କୁମିନ୍ ରକ୍ତ ଶର୍କରା ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ, ଯାହା କିଡନୀ ରୋଗର ମୁଖ୍ୟ କାରଣ ।
ହଳଦୀର ସୀମିତ ବ୍ୟବହାର କିଡନୀ ର ଫିଲ୍ଟରିଂ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାର ପ୍ରକ୍ରିୟାକୁ ସହଜ କରିଥାଏ। ଏହା ବ୍ୟତୀତ କିଡନୀ ରୋଗ ସହିତ ଜଡିତ ସମସ୍ୟା ଯେପରିକି ଥକାପଣ ଏବଂ ଦୁର୍ବଳତାକୁ କମ କରିବାରେ ମଧ୍ୟ ହଳଦୀ ଲାଭଦାୟକ । କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏବଂ ସୀମିତ ପରିମାଣରେ ସେବନ କରିବା ଉଚିତ, କାରଣ ଅତ୍ୟଧିକ ପରିମାଣର ହଳଦୀ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ ।
ଏହି ରୋଗକୁ ଭଲ କରେ ହଳଦୀ …
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











