The Ultimate Managed Hosting Platform
ADVERTISEMENT

ଓଲଟିଲା ବସ ; ୫ ଆହତ

Facebook
Twitter
LinkedIn

ଦଶପଲ୍ଲା : ଟ୍ରକକୁ ଓଭରଟେକ ବେଳେ ଓଲଟିଲା ବସ । ବାଣୀଗୋଚ୍ଛା ଥାନା ଜାମୁସାହି ଛକ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ କଣ୍ଡକ୍ଟର ଗୁରୁତର ଥିବା ବେଳେ ଆଉ ୪ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ଭୁବନେଶ୍ୱରରୁ ବଲାଙ୍ଗିର ଯାଉଥିଲା । ସୂଚନା ଅନୁସାରେ ବିଳମ୍ବିତ ରାତିରେ ବ୍ଲୁ ବେଲୁନ୍ ନାମକ ବସ୍ ଟି ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ବାଣିଗୋଛା ଥାନା ନିକଟ ଜାମୁସାହି ଛକ ନିକଟରେ ଫାଙ୍କା ରାସ୍ତାରେ ଏକ ମାଲ୍ ବାହି ଟ୍ରକ୍ କୁ ସାଇଡ୍ ମାରିବାକୁ ଯାଇ ବସ୍ ଟି ଓଲଟି ପଡ଼ିଛି ବୋଲି କଣ୍ଡକ୍ଟର କହିଛନ୍ତି । ସେପଟେ ଖବର ପାଇ ବାଣୀଗୋଛା ପୋଲିସ ଏବଂ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବସ୍ ଭିତରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ଏକ ବସ୍ ରେ ବଲାଙ୍ଗୀର ଅଭିମୁଖେ ପଠାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login