ଭୁବନେଶ୍ୱର :ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବିଜୟ ଅମୃତ କୁଲାଙ୍ଗେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିଦେ୍ର୍ଦଶକ । ଏଥିସହ ସେ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ପ୍ରେମଜିତ ନାୟକ ଏସଟି-ଏସସି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ । ଅଞ୍ଜନା ପଣ୍ଡା ଆୟୁଷ ନିଦେ୍ର୍ଦଶିକା ଭାବେ ନିଯୁକ୍ତ । ପି.ଅନ୍ୱେଷା ରେଡ୍ଡୀଙ୍କୁ ଆଇଜିଆର କଟକର ଅତିରିକ୍ତ ଦାୟିତ୍ୱ ।
Views: 46