The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ଓ ବମ୍ବେ ହାଇକୋର୍ଟକୁ ବୋମା ଧମକ !

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ । ବୋମାରେ ଉଡାଇ ଦେବାକୁ ମେଲ ଯୋଗେ ଧମକ । ୩ଟି କୋର୍ଟ ରୁମରେ ୩ଟି ବୋମା ଖଞ୍ଜା ଯାଇଥିବା ମେଲରେ ଉଲ୍ଲେଖ । ବୋମା ଧମକ ପରେ ଖାଲି କରାଗଲା ଦିଲ୍ଲୀ ହାଇକୋର୍ଟ । ବିଚାରପତି, ଓକିଲ ଓ କର୍ମଚାରୀଙ୍କୁ ବାହାରକୁ ନେଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ହାଇକୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ । ଦିଲ୍ଲୀ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ।
ଦିଲ୍ଲୀ ପରେ ବମ୍ବେ ହାଇକୋର୍ଟକୁ ବି ବୋମା ଧମକ । ବୋମାରେ ଉଡେଇଦେବାକୁ ବମ୍ବେ ହାଇକୋର୍ଟଙ୍କୁ ଧମକ । ଧମକ ପରେ ବମ୍ବେ ହାଇକୋର୍ଟକୁ ଖାଲି କଲା ମୁମ୍ବାଇ ପୋଲିସ । ଏଯାବତ କୈାଣସି ସନ୍ଦିଗ୍ଧ ବସ୍ତୁ ମିଳି ନ ଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login