The Ultimate Managed Hosting Platform
ADVERTISEMENT

ଗୁରୁଦ୍ୱାରକୁ ବୋମାରେ ଉଡେଇବାକୁ ଆସିଲା ଇମେଲ !

Facebook
Twitter
LinkedIn

ବିହାର : ବିହାରର ରାଜଧାନୀ ପାଟନାରେ। ତଖ୍ତ ଶ୍ରୀ ହରମନ୍ଦିର ଜୀ ପାଟନା ସାହିବ ଗୁରୁଦ୍ୱାରାକୁ ବୋମାରେ ଉଡ଼ାଇଦେବାକୁ ଧମକ । ଏହି ଧମକ ଇମେଲ୍ ମାଧ୍ୟମରେ ଦିଆଯାଇଛି । ଗୁରୁଦ୍ୱାରର ସରକାରୀ ଇମେଲକୁ ପଠାଯାଇଥିବା ଇମେଲରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା, ଲଙ୍ଗର ହଲରେ ୪ଟି ଆରଡିଏକ୍ସ ରଖାଯାଇଛି । ଏହା ସହିତ ଏହି ଇମେଲରେ ପାକିସ୍ତାନ ଜିନ୍ଦାବାଦ ଏବଂ ଆଇଏସଆଇ ଜିନ୍ଦାବାଦ ଭଳି ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା । ଏହି ଧମକ ଗୁରୁଦ୍ୱାରା ପରିସରରେ ଭୟର ବାତାବରଣ ଖେଳିଯାଇଛି । ଧମକରେ ଭିଆଇପି ଏବଂ କର୍ମଚାରୀମାନଙ୍କୁ ତୁରନ୍ତ ସେଠାରୁ ଚାଲିଯିବାକୁ ଚେତାବନୀ ଦିଆଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଡଗ ସ୍କ୍ବାଡ୍ ଟିମ୍ ଗୁରୁଦ୍ୱାରରେ ପହଞ୍ଚିଥିଲେ। ବହୁତ ଖୋଜାଖୋଜି କରାଯାଇଥିଲା, କିନ୍ତୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା । ତେବେ ସମଗ୍ର ଗୁରୁଦ୍ୱାର ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login