The Ultimate Managed Hosting Platform
ADVERTISEMENT

ଟାରିଫ ୱାର ଭିତରେ ଟ୍ରମ୍ପଙ୍କୁ ଖୋଲାଖୋଲି ଜେଲେନସ୍କିଙ୍କ ସମର୍ଥନ

Facebook
Twitter
LinkedIn

ନୂଆଦିଲ୍ଲୀ : ଜେଲେନସ୍କି ବୟ ବୟାନ । ଭାରତ ଉପରେ ଟାରିଫ ଲଗାଇ ଆମେରିକା ଠିକ୍ କରିଛି ବୋଲି ଜେଲେନସ୍କି କହିଛନ୍ତି । ଭାରତ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି ଜେଲେନସ୍କି । ଆମେରିକାର ଚେତାବନୀ ସତ୍ତ୍ବେ ଭାରତ ରୁଷ ଠାରୁ ତେଲ ଆମଦାନୀ ବନ୍ଦ କରିନି । ଯାହାକୁ ନେଇ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ସହ ଅତିରିକ୍ତ ୨୫ ପ୍ରତିଶତ ଅଧିକ ଟାରିଫ ଲଗାଇଛନ୍ତି । ସୂଚନାନୁଯାୟୀ, ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ ଲଗାଇଛି । ଏହାକୁ ଖୁଲମଖୁଲା ସମର୍ଥନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି ଯେ, ରୁଷ ସହ ଲଗାତାର ବାଣିଜ୍ୟ କରୁଥିବା ଦେଶ ଉପରେ ଟାରିଫ ଲଗାଇବା ସଠିକ ନିଷ୍ପତ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login