The Ultimate Managed Hosting Platform
ADVERTISEMENT

ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କୁ ରିଲଫ ପଠାଇଲା ଭାରତ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ ସବୁବେଳେ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବାରେ ଆଗରେ ରହିଛି । କେବଳ ନେପାଳ, ବାଂଲାଦେଶ, ମାଳଦ୍ୱୀପ ନୁହେଁ ବରଂ ସୀମା ଠାରୁ ଦୂରରେ ଅବସ୍ଥିତ ତୁର୍କୀ, ପାଲେଷ୍ଟାଇନ ଇତ୍ୟାଦି ଦେଶ ଗୁଡ଼ିକୁ ମଧ୍ୟ ବିପର୍ୟ୍ୟୟରେ ସାହାଯ୍ୟ କରିଛି । ଆଫଗାନିସ୍ତାନରେ ୬.୦ ତୀବ୍ରତାର ହୋଇଥିବା ଭୂମିକମ୍ପ ଯୋଗୁଁ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର କହିଛନ୍ତି ଯେ, ଶନିବାର ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଭାରତ କାବୁଲକୁ ୨୧ ଟନ୍ ମାନବୀୟ ସହାୟତା ଯୋଗାଇ ଦେଇଛି । ସଂଯୁକ୍ତ ରାଷ୍ଟ୍ରର ମହାସଚିବ ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପରୁ ବର୍ତ୍ତିଥିବା ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଅତିରିକ୍ତ ସମ୍ବଳ ପାଇଁ କହିଛନ୍ତି । ପ୍ରାରମ୍ଭିକ ଭାବେ ସଂଯୁକ୍ତ ରାଷ୍ଟ୍ର ସହାୟତା ପାଇଁ ଜରୁରୀକାଳୀନ ଫାଣ୍ଠିରୁ ୫୦ ଲକ୍ଷ ଡଲାର ଆବଣ୍ଟନ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login