The Ultimate Managed Hosting Platform
ADVERTISEMENT

ଦିନରେ ୬ଟି ଫ୍ଲାଟରେ ବୁଲାଇଲେ କଳାକନା

Facebook
Twitter
LinkedIn

ଭୁବନେଶ୍ୱର : ଦିନରେ ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଲେ ଲୁଟେରା । ଚନ୍ଦକା ଥାନା ଅଞ୍ଚଳରେ ୨ଟି ଆପାର୍ଟମେଣ୍ଟରେ ୬ଟି ଫ୍ଲାଟରୁ ଲୁଟିଲେ । ଦିନରେ ଲୁଟ ନେଇ ସିସିଟିଭିରେ କଏଦ ହେଲା କାରନାମା । ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଓ ମୂଲ୍ୟବାନ ସାମଗ୍ରୀ ଲୁଟି ନେଲେ । ଅଭିଯୋଗ ପାଇବା ପରେ ସିସିଟିଭି ଯାଞ୍ଚ କରି ପୋଲିସର ତଦନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login