The Ultimate Managed Hosting Platform
ADVERTISEMENT

ଇଡିରେ ଶିଖର ଧୱନ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ଇଡି ଅଫିସରେ ପହଁଚିଲେ କ୍ରେକେଟର ଶିଖର ଧୱନ । ବେଆଇନ ବେଟିଂ ଆପ ମାମଲାରେ ଜେରା କରିବ ଇଡି । ପୂର୍ବରୁ ସୁରେଶ ରୈନାଙ୍କୁ ଜେରି କରିଥିଲା ଇଡି । ସୂଚନା ଅନୁଯାୟୀ, ଏଜେନ୍ସି ଅନଲାଇନ୍ ବେଟିଂ ଆପ୍ ସହ ଜଡିତ ଆର୍ଥିକ କାରବାର ଏବଂ ସମ୍ଭାବ୍ୟ ନିବେଶର ତଦନ୍ତ କରୁଛି। ଧୱନଙ୍କୁ ମଧ୍ୟ ଏନେଇ ଆଜି ପଚରାଉଚରା କରାଯିବ ବୋଲି ଜଣାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ତଦନ୍ତଟି 1xBet ସହିତ ଜଡିତ, ଯେଉଁ ଆପ୍ର ପ୍ରଚାର ଧୱନ ସୋସିଆଲ ମିଡିଆରେ କରିଥିଲେ। ଇଡି ଏବେ କ୍ରିକେଟରଙ୍କୁ ପ୍ରଚାରମୂଳକ କାର୍ୟ୍ୟକଳାପରେ ତାଙ୍କର ଭୂମିକା ସ୍ପଷ୍ଟ କରିବା ପାଇଁ ତଦନ୍ତରେ ଯୋଗଦେବାକୁ କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login