ନୂଆଦିଲ୍ଲୀ : ଦିଲ୍ଲୀ ସଚିବାଳୟୁ ଛୁଇଁଲା ଯମୁନା ଜଳ । ଦିଲ୍ଲୀରେ ଭୟଙ୍କର ବନ୍ୟା ସ୍ଥିତି , ଫୁଲୁଛି ଯମୁନା ନଦୀ । ୨୦୭ ମିଟର ଟପିଲା ଯମୁନା ନଦୀର ଜଳସ୍ତର । ୧୯୭୮ ଓ ୨୦୨୩ ପରେ ଦ୍ୱିତୀୟ ସର୍ବାଧିକ ଜଳସ୍ତର । ଦିଲ୍ଲୀ ସଚିବାଳୟ ପର୍ଯ୍ୟନ୍ତ ପହଁଚିଲା ଯମୁନା ବନ୍ୟା ପାଣି । ଦିଲ୍ଲୀ ସରକାରଙ୍କ ଶାସନ ବ୍ୟବସ୍ଥା ଯେଉଁଠୁ ସବୁ ଚାଲେ ସେଠାରେ ଜଳ ଦେଖାଇଛି ତାର ନାଲି ଆଖି । ଖାଲି ସଚିବାଳୟ ନୁହେଁ ବିଭିନ୍ନ ସରକାରୀ ଅଫିସ ପାଣି ଘେରରେ ଥିବା ବେଳେ କଲେଜ ବି ବନ୍ୟା ପାଣିର ପାଟି ଭିତରେ ରହିଛି ।ଯମୁନାର ଜଳ ରାସ୍ତାକୁ ବି ନଦୀ ସଜାଇବାକୁ ବସିଲାଣି । ନଈ ଏତେ ଫୁଲୁଛି ରାସ୍ତା ବି ନଈ ପରି ଦିଶୁଛି । ଆଉ ସେଥିରେ ଗାଡ଼ି ମଟର ଯିବା ଆସିବା କରିବା ମୁସ୍କିଲ ହେଉଛି । ସେପଟେ ବେଲା ରୋଡରେ ଅଣ୍ଟେ ଯାଏଁ ପାଣି ବଢିଛି । କଲେଜ, ଘର ସବୁ ପାଣି ଘେରରେ ଥିବା ବେଳେ ରାସ୍ତା ଦିଶୁନି । ଅନ୍ୟପଟେ ଅଲିପୁର ଥାନା ଅଞ୍ଚଳରେ ଥିବା ଏନଏଚ-୪୪ରେ ଥିବା ଓଭରବ୍ରିଜରେ ବିରାଟ ଗାତ ସୃଷ୍ଚି ହୋଇଛି । ଫ୍ଲାଏଓଭରର ଖଣ୍ଡେ ଅଂଶ ଦବି ଯିବା ଫଳରେ ରାସ୍ତାରେ ଏକ ଅଟୋ ଦୁର୍ଘଟଣାର ଶିକାର ହୋଇଛି ।
ଦିଲ୍ଲୀ ସଚିବାଳୟକୁ ଛୁଇଁଲା ଯମୁନା ଜଳ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







