କଟକ : ଏମସ ସ୍ଥାନାନ୍ତର ହେଲେ ସଙ୍ଗୀତକାର ଅଭିଜିତ ମଜୁମଦାର । କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ୱର ଏମସ ସ୍ଥାନାନ୍ତର ହୋଇଛନ୍ତି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଭିଜିତ ମଜୁମଦାର ଏମସ ସ୍ଥାନାନ୍ତର । ଶରୀରରେ ସୋଡିୟମ ଲେବୁଲ କମିିଯିବାରୁ ଗୁରୁତର ହୋଇଛନ୍ତି । ବର୍ତମାନ ତାଙ୍କ ବ୍ରେନ୍ ରେ ସୋଡ଼ିଅମ୍ କମୁଛି । ନିଃଶ୍ୱାସ ନେବାରେ ତାଙ୍କର ସମସ୍ୟା ହେଉଛି । କିଡନୀରେ ମଧ୍ୟ ସମସ୍ୟା ମଧ୍ୟ ରହିଛି ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କଟକର ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡ଼ିଥିଲେ । ତେଣୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କହିରଖୁଛୁ ଯେ, ଅନେକ ଓଡ଼ିଆ ଭଜନ, ରୋମାଣ୍ଟିକ୍ ଏବଂ ଆଇଟମ ଗୀତ ସଙ୍ଗୀତପ୍ରେମୀଙ୍କୁ ଭେଟିଦେଇଛନ୍ତି ନିର୍ଦ୍ଦେଶକ ଅଭିଜିତ ମଜୁମଦାର । କେବଳ ସେତିକି ନୁହେଁ, ଏକ ଘରୋଇ ଟେଲିଭିଜନ୍ କାର୍ୟ୍ୟକ୍ରମରେ ଉପସ୍ଥାପନା ପାଇଁ ଅଭିଜିତଙ୍କୁ ଖୁବ ଲୋକପ୍ରିୟତା ମିଳିଛି । ପ୍ରଶଂସକ ଏବଂ ସହକଳାକାରମାନେ ଅଭିଜିତଙ୍କୁ ‘ଦାଦା’ ନାମରେ ଡାକୁଥିବାରୁ ସେ ‘ଦାଦା’ ନାମରେ ବେଶ୍ ପରିଚିତ ।
ଅଭିଜିତ ମଜୁମଦାର ଏମସ ସ୍ଥାନାନ୍ତର
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







