The Ultimate Managed Hosting Platform
ADVERTISEMENT

 କୋଲକାତା ଠାରୁ ମ୍ୟାଚ ଛଡ଼ାଇନେଲେ ଦିନେଶ କାର୍ତ୍ତିକ

Facebook
Twitter
LinkedIn

 ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ବୁଧବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳା ଯାଇଥିବା ମୁକାବିଲାରେ ଯଦିଓ ସ୍କୋର କମ ଥିଲା, ତଥାପି ଏହା ରୋମାଞ୍ଚକର ହୋଇଥିଲା। ଶେଷ ଓଭର ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ର ବିଜୟ ହୋଇଛି। ବରିଷ୍ଠ ଖେଳାଳି ଦିନେଶ କାର୍ତ୍ତିକ ଶେଷ ଓଭରରେ ଛକା ଓ ଚୌକା ମାରି ନିଜର ଟିମ୍‌କୁ ବିଜୟ ଦେଇଛନ୍ତି।

ଦିନେଶ କାର୍ତ୍ତିକ ଆରସିବି ପାଇଁ ପୁଣି ଥରେ ଫିନିଶର ପ୍ରମାଣିତ ହୋଇଛନ୍ତି। କାର୍ତ୍ତିକ ସେ ୭ଟି ବଲ ଖେଳି ୧୪ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଛକା ସାମିଲ ଥିଲା। ଏହି ରନ୍‌ ବଳରେ ସେ ନିଜର ଟିମ୍‌କୁ ବିଜୟ ଦେଇପାରିଥିଲେ। ସୂଚନାଯୋଗ୍ୟ, କୋଲକାତା ପ୍ରଥମେ ବ୍ୟାଟିଂ ୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୮ ରନ୍‌ କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login