ଭୁବନେଶ୍ୱର : ରାଜ୍ୟରେ ସାର ଅଭାବ ନେଇ ରାଜ୍ୟ ଓ କେନ୍ଦ୍ରକୁ ପିସିସି ସଭାପତିଙ୍କ ଟାର୍ଗେଟ । ସାର ଆଣିବା ଓ ପହଂଚାଇବାରେ କେନ୍ଦ୍ର ସରକାର ବଡ ଘୋଟଲା କରିଛନ୍ତି । ସେଥିପାଇଁ ରାଜ୍ୟରେ ଏବେ ସାରର ଅଭାବୀ ବିକ୍ରି ଦେଖାଯାଉଛି । ଚାଷୀ ମାନଙ୍କ କଷ୍ଟ ବୁଝିବାରେ ବିଫଳ କେନ୍ଦ୍ର ଏବଂ ରାଜ୍ୟ ସରକାର । ସାର କଳାବଜାରୀ ହେଉଛି , ଚାଷୀ ବାଧ୍ୟ ହୋଇ ବଡ କମ୍ପାନୀଠୁ କିଣିବେ ।
Views: 43