The Ultimate Managed Hosting Platform
ADVERTISEMENT

ନଭେମ୍ବର/ଡିସେମ୍ବରରେ ଓଡିଶା ଆସିବେ ରାହୁଲ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ । ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡିଶା ଆସିବେ ରାହୁଲ ଗାନ୍ଧି । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ । ରାହୁଲ ଗାନ୍ଧୀଙ୍କର ରୋଡ ସୋ,ପଦଯାତ୍ରା ଓ ବିଭିନ୍ନ ସ୍ଥାନରେ ସଭା କାର୍ଯ୍ୟକ୍ରମ ରହିଛି । ଭୋଟ ଚୋରୀ , ନାରୀ ନିର୍ଯ୍ୟାତନା , ଓଡିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ । ଓଡିଶା ବାସୀଙ୍କର ସାହାଯ୍ୟ ଲୋଡିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login