The Ultimate Managed Hosting Platform
ADVERTISEMENT

ଅଜଣା ରୋଗରେ ୪ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ଲକ୍ଷ୍ମୀପୁର : ଦଶମନ୍ତପୁର ବ୍ଲକ ଓଡପୁର ଗାଁରେ ଅଜଣା ରୋଗ । ଗତ ସପ୍ତାହେ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଅଭିଯୋଗ । କୋରାପୁଟ ମେଡିକାଲରେ ୭ ଜଣ ଚିକିତ୍ସିତ । ୪ ଜଣଙ୍କ ମୃତ୍ୟୁ ପରେ ଗାଁରେ ଭୟର ବାତାବରଣ ।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗାଁରେ ପହଁଚିଲେ ଡାକ୍ତରୀ ଟିମ । ଅନ୍ୟପଟେ ଭୟଭୀତ ଗ୍ରାମବାସୀ ଦିଶାରୀ ଡକାଇ ପୁଜାର୍ଚ୍ଚନା ଆରମ୍ଭ କରିଛନ୍ତି। ତେବେ ରୋଗ କଣ ଜଣାପଡ଼ି ନାହିଁ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login