The Ultimate Managed Hosting Platform
ADVERTISEMENT

ଲଇକେରା ବାଘର ପାଦ ଚିହ୍ନ !

Facebook
Twitter
LinkedIn

ଝାରସୁଗୁଡା : ଲଇକେରା ଅଞ୍ଚଳରେ ବାଘ ଆତଙ୍କ । ଭୁକୁଲାପଡା, ଜାମମାଲ , ଗଞ୍ଜୁଡିହିରେ ବାଘର ପାଦ ଚିହ୍ନ । ଘଟଣାସ୍ଥଳରେ ପହଁଚି ବନ ବିଭାଗ ଟିମର ଅନୁଧ୍ୟାନ ବାଘର ପାଦ ଚିହ୍ନ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବାଘ ଖୋଜିବା ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login