The Ultimate Managed Hosting Platform
ADVERTISEMENT

ବୋର୍ଡ, ନିଗମ ପାଇଁ କିଛି ସମୟ ଲାଗିବ

Facebook
Twitter
LinkedIn

ଭୁବନେଶ୍ୱର : ବୋର୍ଡ, ନିଗମ ଏବଂ ଟିମ ପାଇଁ ଚାଲିଛି ଏକ୍ସରସାଇଜ । କିଛି ସମୟ ଲାଗିବ , କିନ୍ତୁ ଘୋଷଣା ହେବ କହିଲେ ବିଜେପି ରାଜ୍ୟ ପ୍ରଭାରୀ । ବୋର୍ଡ, ନିଗମ ପାଇଁ ପୁଣି ଓଡିଶା ଆସିବେ ରାଷ୍ଟ୍ରୀୟ ମହାମନ୍ତ୍ରୀ ତରୁଣ ଚୁଗ । କୋର କମିଟି ସହ ଆଲୋଚନା ପରେ ନାମ ଘୋଷଣା ହେବ ବୋଲି କହିଛନ୍ତି ବିଜୟପାଲ ସିଂ ତୋମାର । ସେ ଆହୁରି କହିଛନ୍ତି, ବୋର୍ଡ ନିଗମ ଏବଂ ଟିମ୍ ପାଇଁ କାମ ଚାଲିଛି। ଏଥିଲାଗି ଆଉ କିଛି ସମୟ ଲାଗିବ, କିନ୍ତୁ ଖୁବ୍ ଶୀଘ୍ର ଘୋଷଣା ହେବ। ଦୁଇ କମିଶନ ଘୋଷଣା ହୋଇଛି। ଖୁବଶୀଘ୍ର ବାକି ସବୁ ଘୋଷଣା କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login