The Ultimate Managed Hosting Platform
ADVERTISEMENT

ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ !

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ରାଜନଗର ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଅଭିଯୋଗ । ରାକ୍ଷୀ ପୂର୍ଣ୍ଣିମା ଦିନ ପୀଉସା ଘରକୁ ଆସିଥିଲେ ଛାତ୍ରୀ । ଟେକି ନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଏ ନେଇ ସୂଚନା ଦେଲେ ରାଜନଗର ଆଇଆଇସି । ସମ୍ପର୍କୀୟ ପିଇସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବକଙ୍କ ସହ ମୋଟ ୫ ଜଣଙ୍କୁ ଉଠେଇ ଆଣିଛି ରାଜନଗର ପୋଲିସ । ସୂଚନା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଦିନ ଉଦଳାରେ ମଧ୍ୟ ନାବାଳିକାକୁ ଜଙ୍ଗଲରେ ଏକୁଟିଆ ପାଇ ୩ ଜଣ ଯୁବକ ମିଶି ଗଣ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଲେ । ଯାହାକୁ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିବା ସହିତ ୨ ଜଣ ନାବାଳକ ସାଙ୍ଗଙ୍କୁ ଅଟକ ରଖିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login