The Ultimate Managed Hosting Platform
ADVERTISEMENT

ତଣ୍ଟିଚିପି ମାଆର ଜୀବନ ନେଲା ପୁଅ

Facebook
Twitter
LinkedIn

ଆସିକା : ଦନ୍ତାରି ବଗଡ ଗାଁରେ ଘଟିଛି ଅମାନବୀୟ ଘଟଣା । ତଣ୍ଟି ଚିପି ମାଆର ଜୀବନ ନେଲା ପୁଅ । ଜମିବାଡି ବିବାଦ କଳହରୁ ହତ୍ୟା କରିଥିବା ସନେ୍ଦହ । ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲ ପଠାଗଲା ମୃତଦେହ । ଆସିକା ଥାନା ଦନ୍ତାରି ବଗଡ଼ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅ ଘଟାଇଛି ଏହି ବର୍ବର କାଣ୍ଡ। ମୃତ ମହିଳା ହେଲେ ୭୫ ବର୍ଷୀୟା ଲଷ୍ମୀ ବରାଡ଼। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲରେ ରଖି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login