The Ultimate Managed Hosting Platform
ADVERTISEMENT

ମାସେ ଧରି ନାବାଳିକାକୁ ଗଣଦୁଷ୍କର୍ମ ! ୩ ଜଣ ଗିରଫ

Facebook
Twitter
LinkedIn

ଉଦଳା : ଖୁଣ୍ଟା ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ । ଅସୁସ୍ଥ ହେବାରୁ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ । ୨ ଯୁବକ ଓ ଜଣେ ନାବାଳକକୁ ଗିରପ କଲା ପୋଲିସ । ସୂଚନା ଅନୁଯାୟୀ, ମାସେ ଧରି ୩ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ନାବାଳିକା ଅସୁସ୍ଥ ହୋଇଥିଲେ। ତାଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ନାବାଳିକା ନିଜ ମାଆଙ୍କ ଆଗରେ ସମସ୍ତ ଘଟଣା ବାବଦରେ ଜଣାଇଥିଲେ । ଏନେଇ ନାବାଳିକାଙ୍କ ମାଆ ଖୁଣ୍ଟା ଥାନାରେ ୩ଟି ଅଲଗା ଅଲଗା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଓ ଦୁଇ ଜଣ ଯୁବକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନାବାଳିକାଙ୍କ ଭିଣୋଇ ମଧ୍ୟ ଜଣେ ଦୁଷ୍କର୍ମକାରୀ । ସେ ନାବାଳିକାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ କରୁଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login