The Ultimate Managed Hosting Platform
ADVERTISEMENT

କିଏ ନେବ ବିପିନ ରାୱତଙ୍କ ସ୍ଥାନ?

Facebook
Twitter
LinkedIn

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ, ନୂଆ ସିଡିଏସ୍ ଭାବେ ତାଙ୍କ ସ୍ଥାନ କାହାକୁ ଦିଆଜିବ, ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବିପିନଙ୍କ ମୃତ୍ୟୁ ପରେ ସେନା ଅଧ୍ୟକ୍ଷ ପଦରେ ଥିବା ମନୋଜ ମୁକୁନ୍ଦ ନରୱଣେ ହୋଇ ପାରନ୍ତି ନୂଆ ସିଡିଏସ୍ । ଏହି ଆକଳନ ଯଦି ସତ ହୁଏ, ତେବେ ସେ ଅଧ୍ୟକ୍ଷ ପଦ ଛାଡ଼ିବେ ।

ଅନ୍ୟପକ୍ଷେ, ଯଦି ନରୱଣେଙ୍କୁ ସିଡିଏସ୍ ପଦ ଦିଆଯାଏ, ତେବେ ଦେଶର ସେନା ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ନୂଆ ସେନା ଅଧ୍ୟକ୍ଷ ହୋଇପାରନ୍ତି । ଏହି ପଦବୀ ପାଇଁ ନର୍ଦନ କମାଣ୍ଡର ଲେପ୍ଟନାଣ୍ଟଜେନେରାଲ୍ ୱାଇକେ ଯୋଶୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଏ ଦୁହେଁ ଗୋଟିଏ ବ୍ୟାଚ୍‌ର ହୋଇଥିଲେ ହେଁ, ବରିଷ୍ଠତା ଦୃଷ୍ଟିରୁ ମହାନ୍ତି ଆଗରେ ଅଛନ୍ତି । ତେଣୁ ଏହି ପଦ ପାଇଁ ମହାନ୍ତିଙ୍କର ସମ୍ଭାବନା ଅଧିକ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login