ସମ୍ବଲପୁର : ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ଦେବାଶିଷ ପଣ୍ଡା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ । ସମ୍ବଲପୁର ଘର ଓ ଅଫିସ ସମେତ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ରେଡ । ଚଢାଉରେ ୪ ଡିଏସପି, ୧୦ ଇନ୍ସପେକ୍ଟର ଓ ୪ ଏଏସଆଇ ସାମିଲ । ରାଜ୍ୟ ଡ୍ରଗ୍ସ ପରୀକ୍ଷାଗାର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର ହେଉଛନ୍ତି ଦେବାଶିଷ ପଣ୍ଡା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍।
Views: 32