The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯିବେ । ଉଭୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଆଲୋଚନା କରିପାରନ୍ତି । ରାଜ୍ୟ କମିଟି ଗଠନ , ବୋର୍ଡ ନିଗମ ନିଯୁକ୍ତି ନେଇ ଆଲୋଚନା କରିପାରନ୍ତି । ଯାହା ପରେ ଚର୍ଚ୍ଚା ବଢିଛି, ଖୁବଶୀଘ୍ର ରାଜ୍ୟରେ ବଦଳିପାରେ ମନ୍ତ୍ରିମଣ୍ଡଳ । ଖାଲି ସେତିକି ନୁହେଁ, ଗତ ବର୍ଷେରୁ ଅଧିକ ସମୟ ହେଲା, ନିଗମ, ବୋର୍ଡ ନିଯୁକ୍ତି ନେଇ ଯେଉଁ ଅଛିଣ୍ଡା ଅଙ୍କ ରହିଛି, ସେନେଇ ମଧ୍ୟ ଦିଲ୍ଲୀ ନେତାଙ୍କ ସହ ଦୁଇ ମୁଖିଆଙ୍କ ଆଲୋଚନା ହୋଇପାରେ ବୋଲି ଖବର ଆସୁଛି ।ରାଜ୍ୟରେ ବିଜେପି ସରକାର ଗଠନ ହେଲା ପରଠାରୁ, ମନ୍ତ୍ରିମଣ୍ଡଳରେ ଗୋଟିଏ ବି ଅଦଳବଦଳ ହୋଇନି । ଏବେ ବି ମୋହନ ସରକାରରେ ୬ଟି ମନ୍ତ୍ରୀ ପଦ ଫାଙ୍କା ପଡ଼ିଥିବାବେଳେ, ଅନେକ ନେତା ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି । ଆଉ ଏତିକି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ମୁଖିଆଙ୍କ ଦିଲ୍ଲୀ ଡାକରା ଆସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login