ବଳଙ୍ଗା : ବଳଙ୍ଗା ପୀଡିତାଙ୍କ ମୃତ୍ୟୁରେ ଇସ୍ତଫା ଦାବିକୁ ନେଇ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା । ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡିତାଙ୍କ ଜୀବନ ଫେରିପାରିବ ତାହେଲେ ପ୍ରସ୍ତୁତ । ମୁଁ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଲେ ପ୍ରଭାତୀ । ମାତ୍ର ମୃତକଙ୍କ ପରିବାରକୁ ନେଇ ରାଜନୀତିକୁ ପସନ୍ଦ କରେ ନାହିଁ ।
ଅନ୍ୟପଟେ ବଳଙ୍ଗା ପୀଡିତାଙ୍କ ଶେଷ ଦର୍ଶନ ପରେ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା ଦେଇଛନ୍ତି ।ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ , କିନ୍ତୁ ବଞ୍ଚାଇ ପାରିଲେ ନାହିଁ । ରାଜ୍ୟ ସରକାର ପୀଡିତାଙ୍କ ପରିବାର ସହ ଅଛନ୍ତି , ସବୁ କରିବାକୁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ପରିବାର ପାଇଁ ଯାହା କରିବାର ଅଛି କରିବୁ ।
Views: 12