The Ultimate Managed Hosting Platform
ADVERTISEMENT

ବାଇକ ସହ ଜଳିଗଲେ ବାପପୁଅ

Facebook
Twitter
LinkedIn

କୋରାପୁଟ : ଟ୍ରକ ସହ ଧକ୍କା ହେବା ପରେ ଜଳିଗଲା ବାଇକ । ବାପପୁଅଙ୍କର ଚାଲିଗଲା ଜୀବନ । ସଦର ଥାନା ପଡାଗଡ ସେବାଶ୍ରମ ନିକଟ ଏନଏଚ ୩୨୬ରେ ଦୁର୍ଘଟଣା ଘଟିଛି । କାଉଡିଆଙ୍କୁ ନେଇ ଯାଉଥିବା ଟ୍ରକ ସହ ଧକ୍କା ହେବା ପରେ ବାଇକ ସହ ଜଳିଗଲେ ।  ଦୁର୍ଘଟଣା ଏମିତି ହେଇଚି ଯେ ଭ୍ୟାନ ଟି ବାଇକ କୁ ଧକା ଦେଲା ପରେ ହୁତୁହୂତୁ ହୋଇ ଜଳୁଛି ବାଇକ । ଭ୍ୟାନ ଟି କାକରିଗୁମା ରୁ ବୋଲ ଭମ ଭକ୍ତ ଙ୍କୁ ଧରି ଗୁପ୍ତେଶ୍ୱର ଯାଉଥିଲା । ଏବଂ ବାଇକ ଆରୋହୀ ଜଣକ କୋରାପୁଟ ଋ ପୋଡାଗଡ ଅଭିମୁଖେ ଯାଇଥିଲେ । ମୃତକ ଙ୍କ ପରିଚୟ ମିଳି ପାରିନାହିଁ। ବାପା ପୁଅ ଙ୍କ ମୃତ୍ ଦେହ ରାସ୍ତାରେ ପଡ଼ି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login