The Ultimate Managed Hosting Platform
ADVERTISEMENT

ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଗଣେଶ୍ୱର ବରାଳ

Facebook
Twitter
LinkedIn

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଅଧ୍ୟକ୍ଷ ପଦ ପରେ ଶୁକ୍ରବାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ବିଜେଡିର ବାଜିମାତ୍ । ଜିଲ୍ଲାରେ ବିଜେଡି ହାତେଇଛି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦ। ତେବେ ଉପାଧକ୍ଷ ଭାବେ ବଡ଼ଚଣା ବ୍ଲକ ୧୭ ନମ୍ବର ଜିଲ୍ଲା ପରିଷଦ ଗଣେଶ୍ୱର ବରାଳ। ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ପୂର୍ବରୁ ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧକ୍ଷ ପଦ ବିଜେଡି ହାତେଇ ଥିବା ବେଳେ ଏବେ ଉପାଧ୍ୟକ୍ଷ ପଦ ମଧ୍ୟ ବିଜେଡି ହାତକୁ ଯାଇଛି। ଏ ନେଇ ବିଜେଡି କାର୍ଯ୍ୟକର୍ତ୍ତା ବିଜୟ ଉତ୍ସବ ମନାଇଛନ୍ତି। ତେବେ ଆଗାମୀ ଦିନରେ ଜିଲ୍ଲାରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ନବ ନିର୍ବାଚିତ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login