ପଟ୍ଟାମୁଣ୍ଡାଇ : ବନ୍ୟା ପାଣିରେ ଭାସିଗଲେ ଦୁଇ ଜଣ ବ୍ୟକ୍ତି । ଜଣେ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଣଙ୍କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିଛନ୍ତି । ଉଦ୍ଧାର ବ୍ୟକ୍ତି ଜଣକ ହେଲେ ପ୍ରତାପ ସାହୁ । ତାଙ୍କର ଘର ଶ୍ରୀରାମପୁର ପଂଚାୟତ ମଠସାହି ଗାଁର ବୋଲି ଜଣାପଡିଛି । ଆଉ ଜଣେ ବନ୍ୟା ସୁଅରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତ ବ୍ୟକ୍ତି ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳ।
Views: 14