The Ultimate Managed Hosting Platform
ADVERTISEMENT

ବ୍ୟାଙ୍କକରେ ଭୟଙ୍କର ଗୁଳିମାଡ !

Facebook
Twitter
LinkedIn

ନୂଆଦିଲ୍ଲୀ : ଗୁଳିମାଡରେ ବ୍ୟାଙ୍କକ ଥରହର । ଥାଇଲାଣ୍ଡର ବ୍ୟାଙ୍କକରେ ଭୟଙ୍କର ଗୁଳିମାଡ । ଫଳରେ ୬ ଜଣଙ୍କର ଜୀବନ ଯାଇଛି । ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ ଚାରି ଜଣ ସୁରକ୍ଷା କର୍ମୀ, ଜଣେ ମହିଳା ଏବଂ ଆକ୍ରମଣକାରୀ ସାମିଲ ରହିଛନ୍ତି । ଆକ୍ରମଣକାରୀ ପରେ ନିଜକୁ ନିଜେ ଗୁଳି କରିଛି । ଯାହା ଜଣେ ପୋଲିସ ଅଧିକାରୀ କହିଛନ୍ତି । ପୋଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ସହିତ ଏହା ପଛର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login