ନୂଆଦିଲ୍ଲୀ : ଅଶ୍ଳୀଳ ଆପ୍ ଉପରେ ସରକାରଙ୍କ ବଡ଼ ପ୍ରତିବନ୍ଧକ । ALTT, ULLY, Desiflix, Bigshots ସମେତ ୨୫ ଟି OTT ପ୍ଲାଟଫର୍ମକୁ ବ୍ୟାନ୍ କଲେ ସରକାର । ୟୁଜର୍ସମାନେ ଅଶ୍ଳୀଳ ଏବଂ ବୋଲ୍ଡ ବିଷୟବସ୍ତୁର ପ୍ରମୋସନ୍ କରୁଥିବା କିଛି ଆପ୍ସ ବରୋଧରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । OTT ଆପ୍ସ ଏବଂ ସେମାନଙ୍କର ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ବେଆଇନ, ଆପତ୍ତିଜନକ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରିତ ହେଉଥିଲା । ଯେଉଁଥି ପାଇଁ ସେହି ୨୫ଟି OTT ଆପ୍ସ ଉପରେ ବଡ଼ ଆକ୍ସନ୍ ନେଇଛନ୍ତି । ଏଭଳି ଅଶ୍ଳୀଳତାକୁ ରୋକିବା ଅଭିଯୋଗରେ ସରକାର ଏହା ବବିରୋଧରେ ପଦକ୍ଷେପ ନେଇଛନ୍ତି ଏବଂ ୨୫ଟି ଆପ୍ସକୁ ବ୍ୟାନ କରି ଦେଇଛନ୍ତି । ଏହା ସହିତ ୨୫ଟି ଆପ୍ସକୁ OTT ପ୍ଲାଟଫର୍ମରୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସରକାର କହିଛନ୍ତି ଯେ, ଏଜେନ୍ସିଗୁଡିକରୁ ମିଳିଥିବା ସୂଚନା ଆଧାରରେ ଆପ୍ସ ଗୁଡିକ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ଯେଉଁ ପ୍ଲାଟଫର୍ମ ମାଧ୍ୟମରେ ଅଶ୍ଳୀଳ ଏବଂ ଆପତ୍ତିଜନକ କଣ୍ଟେଣ୍ଟ ପ୍ରସାରଣ କରାଯାଉଥିଲା ।
ଅଶ୍ଲୀଳ ଆପ ଉପରେ ସରକାରଙ୍କ ରୋକ ,୨୫ ଟି OTT ପ୍ଲାଟଫର୍ମ ବ୍ୟାନ୍
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







