The Ultimate Managed Hosting Platform
ADVERTISEMENT

ପୁଣି ଭୟଙ୍କର ବିମାନ ଦୁର୍ଘଟଣା , ରାସ୍ତା ମଝିରେ ଜଳିଗଲା

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଆଉ ଏକ ବିମାନ ଦୁର୍ଘଟଣାର ଭିଡିଓ ହେଲା ଭାଇରାଲ । ଜାତୀୟ ରାଜପଥରେ ଖସିଲା ଉଡ଼ନ୍ତା ବିମାନ । ଖସିବା କ୍ଷଣି ହିଁ ବିମାନରେ ଲାଗିଲା ନିଆଁ । ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କ ପ୍ରାଣହାନି ସୂଚନା । ଇଟାଲୀରେ ଏକ ଛୋଟ ପ୍ରାଇଭେଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆକାଶରୁ ଅଚାନକ ଏମିତି ବିମାନଟି ଖସି ପଡ଼ିବ କେହି କେବେ କଳ୍ପନା ବି କରିନଥିଲେ । କିନ୍ତୁ ବିମାନଟି ଜାତୀୟ ରାଜପଥରେ ପଡ଼ିବା ପରେ ସଙ୍ଗେ ସଙ୍ଗେ ବିମାନରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ୭୫ ବର୍ଷୀୟ ପାଇଲଟ୍ ଏବଂ ଜଣେ ୬୦ ବର୍ଷୀୟ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି ପହଞ୍ଚିଥିଲା । ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବାହିନୀ । ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login