The Ultimate Managed Hosting Platform
ADVERTISEMENT

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

Facebook
Twitter
LinkedIn

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ । ଇଲେକ୍ଟୋରାଲ କଲେଜ ପ୍ରସ୍ତୁତି ଓ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଆରମ୍ଭ । ପୂର୍ବରୁ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନ ବ୍ୟବସ୍ଥା ଉପରେ ଅନୁଧ୍ୟାନ । ପ୍ରକ୍ରିୟା ଶେଷ ହେବା ମାତ୍ରେ ବିଜ୍ଞପ୍ତି ପ୍ରକାଶ କରିବେ ଇସିଆଇ । ନିକଟରେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ । ଉପରାଷ୍ଟ୍ରପତି ଜଗଦୀପ ଧନଖର ନିଜ ପଦବୀରୁ ଇସ୍ତଫା ଦେବା ପରେ ବର୍ତ୍ତମାନ କିଏ ହେବ ଉପରାଷ୍ଟ୍ରପତି ହେବ ତାହା ଚର୍ଚ୍ଚାରେ ପରିଣତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଭୁବନେଶ୍ୱର : ବଡ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀ । ଆସନ୍ତା ଦଶହରାରେ ପୁଣି ମଞ୍ଚକୁ ଓହ୍ଲାଇବି କହିଲେ । ସିଂହବାହିନୀ ପାଇଁ...

ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ମୁମ୍ବାଇ ଟ୍ରେନ ବ୍ଲାଷ୍ଟ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ମୁମ୍ବାଇ : ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବମ୍ବେ ହାଇକୋର୍ଟଙ୍କ ରାୟ ପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ବମ୍ବେ...

Login