The Ultimate Managed Hosting Platform
ADVERTISEMENT

ପ୍ରମାଣିତ ହେଲେ ରାଜନୀତିରୁ ସନ୍ୟାସ ନେବି -ପ୍ରତାପ ଷଡଙ୍ଗୀ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା । ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରେସମିଟ । ଛାତ୍ରୀଙ୍କ ଅଭିଯୋଗ ପରେ ପ୍ରିନ୍ସିପାଲଙ୍କ ସହ ତତକାଳ କଥା ହୋଇଥିଲି । ୭ ଦିନ ଭିତରେ ରିପୋର୍ଟ ଆସିବ କହିଥିଲେ ପ୍ରିନ୍ସିପାଲ । ଘଟଣାରେ ଏସପିଙ୍କ ସହ ଏକାଧିକ ବାର କଥା ହୋଇଥିଲି । ପୁଣି ଅନୁସନ୍ଧାନ କରି ଛାତ୍ରୀଙ୍କୁ ଏତଲା ଦେବାକୁ କହିଥିଲି । ଛାତ୍ରୀ ଜଣଙ୍କ ଏତଲା ଦେଇ ନ ଥିଲେ । ମୁଁ ଚାପ ଦେଉଥିବା କଥା ବିରୋଧି ପ୍ରମାଣିତ କରନ୍ତୁ । ମୋ ନାଁରେ ଏଫଆଇଆର କରନ୍ତୁ , ସିବିଆଇ ତଦନ୍ତ କରାନ୍ତୁ । ପ୍ରମାଣିତ ହେଲେ ରାଜନୀତିରୁ ସନ୍ୟାସ ନେଇଯିବି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login