The Ultimate Managed Hosting Platform
ADVERTISEMENT

ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ତାଗିଦ

Facebook
Twitter
LinkedIn

ଭୁବନେଶ୍ୱର : ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ତାଗିଦ । ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ କହିଲେ ଦେଓ ରଂଜନ ସିଂ । ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର ଲେଖାଯିବ । ପ୍ରଦର୍ଶନକୁ ୧ ରୁ ୫ ଭିତରେ ରେଟିଂ କରାଯାଇଛି । ଏଆଇ ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ଅଫିସର ମାନଙ୍କ ଧାରଣା ଅଛି ଭଲ କାମ କରୁଛୁ ବୋଲି । କିନ୍ତୁ ଜନସାଧାରଣଙ୍କ ଫିଡ ବ୍ୟାକ ବହୁତ ଖରାପ । ତେଣୁ ରାଜସ୍ୟ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login