The Ultimate Managed Hosting Platform
ADVERTISEMENT

ଜିନ୍ଦଲ ଷ୍ଟିଲ କାରଖାନାରେ ଗ୍ୟାସ ବିସ୍ଫୋରଣ , ୯ ଶ୍ରମିକ ଗୁରୁତର

Facebook
Twitter
LinkedIn

ଅନୁଗୁଳ : ଜିନ୍ଦଲ ଷ୍ଟିଲ କାରଖାନାରେ ଅଘଟଣ । କାରଖାନାରେ ଗ୍ୟାସ ବିସ୍ଫୋରଣ ଯୋଗୁଁ ୯ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଜିନ୍ଦଲ MSPର HTC ସାଇଟର ପ୍ଲେଟ ମିଲରେ ଗ୍ୟାସ ଲିକ୍ ହୋଇ ବିସ୍ଫୋରଣ ହୋଇଛି । ଘଟଣାରେ ୯ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । କାମ କରୁଥିବା ବେଳେ ବିସ୍ଫୋରଣ ଘଟିଛି । ଗୁରୁତରଙ୍କୁ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login