The Ultimate Managed Hosting Platform
ADVERTISEMENT

ରାଉରକେଲାରେ ପ୍ରବଳ ବର୍ଷା : ବୁଡିଲା ଷ୍ଟେସନ ପାର୍କିଂ

Facebook
Twitter
LinkedIn

ରାଉରକେଲା : ପ୍ରବଳ ବର୍ଷାରେ ବୁଡିଲା ଷ୍ଟେସନ ପାର୍କିଂ । ରାଉରକେଲା ସହର ଷ୍ଟେସନର ୫ନଂ ପାର୍କିଂ ଜଳମଗ୍ନ । ପାର୍କିରେ ଥିବା ସମସ୍ତ ଗାଡି ପାଣିରେ ବୁଡି ରହିଛି । ଗତକାଲିଠୁ ଲାଗି ରହିଥିବା ବର୍ଷା ଯୋଗୁ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ବିଶ୍ରା ଛକ ସିଆଇ ଏସଏଫ ଡିସ୍ପେନ୍ସରି ଭିତରେ ବର୍ଷା ପାଣି ଲହଡ଼ି ମାରୁଛି କ୍ଷ ଲକ୍ଷ ଲକ୍ଷ ଟଙ୍କାର ଔଷଧ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ଅନେକ ଘରେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ସମେତ ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ବର୍ଷା ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି। ବ୍ରାହ୍ମଣୀରେ ଜଳସ୍ତର ବଢ଼ିବା ପରେ ମନ୍ଦିରା ଡ୍ୟାମର ୯ରୁ ଅଧିକ ଗେଟ ଖୋଲି ଦିଆଯାଇଛି କ୍ଷ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login