The Ultimate Managed Hosting Platform
ADVERTISEMENT

ବିଦ୍ୟୁତ୍ ଆଘାତରେ ଆସି ଚାଷୀ ଗୁରୁତର

Facebook
Twitter
LinkedIn

ବାଲିପାଟଣା : ବିଦ୍ୟୁତ୍ ଆଘାତରେ ଚାଷୀ ଗୁରୁତର । ବିଦ୍ୟୁତ୍ ଆଘାତରେ ଆସି ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗୁରୁତର ଚାଷୀ ହେଉଛନ୍ତି ଗାରେଡିପାଞ୍ଚଣ ଗ୍ରାମର ଗନ୍ଧର୍ବ ଭୋଇ । ଆଜି ସକାଳୁ ଗନ୍ଧର୍ବ ନିଜ ପରିବା କ୍ଷେତରେ ପାଣି ମଡାଉଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗିଥିଲା । ତେବେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login