ବୀରମିତ୍ରପୁର : ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ । ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ । ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେସନକୁ ଗଲା ବେଳେ ଅଘଟଣ । ଚୂନପଥର ବୋଝେଇ ଫେରୁଥିବା ବେଳେ ଅଘଟଣ ଘଟିଛି । ରାଉରକେଲା ବୀରମିତ୍ରପୁର ରେଳଷ୍ଟେସନ ନିକଟରେ ଚୂନ ପଥର ବୋଝେଇ ମାଲବାହୀ ଟ୍ରେନର ୨୦ଟି ବଗି ଲାଇନଚ୍ୟୁତ ହୋଇଛି ।
Views: 66











