The Ultimate Managed Hosting Platform
ADVERTISEMENT

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି । ବିଦେଶୀ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଖଣ୍ଡନ କରିଛନ୍ତି ଅଜିତ ଡୋଭାଲ । ବିଦେଶୀ ମିଡିଆକୁ ପ୍ରମାଣ ମାଗିବା ସହ ସାହସ ଅଛିତ ଗୋଟିଏ ଫଟୋ ଦେଖାଇବା ପାଇଁ କହିଛନ୍ତି ଡୋଭାଲ । ଖବର ମୁତାବକ, ଆଇଆଇଟି ମାଡ୍ରାସରେ ଡୋଭାଲ କହିଛନ୍ତି ଯେ, ବିଦେଶୀ ଗଣମାଧ୍ୟମ ଅପରେସନ ସିନ୍ଦୂର ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଛି । ମୋତେ ଗୋଟିଏ ଫଟୋ ଦେଖାଅ ଯେଉଁଥିରେ ଭାରତ କ୍ଷତି ସହିଛି । ଏହି ସମୟରେ ଭାରତ କୌଣସି କ୍ଷତି ସହିନାହିଁ । ଆମେ ଅପରେସନ ସିନ୍ଦୂରକୁ ନେଇ ଗର୍ବିତ । ୨୩ ମିନଟର ଅପରେସନରେ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login