The Ultimate Managed Hosting Platform
ADVERTISEMENT

ପୁଣି ରାଜା ଚକ୍ରଙ୍କ ଘରେ ଇଡି

Facebook
Twitter
LinkedIn

କେନ୍ଦୁଝର : ବିଜେଡି ନେତା ରାଜା ଚକ୍ରଙ୍କ ଘଲେ ପୁଣି ଇଡିର ଚଢାଉ । ରାଜା ଚକ୍ରଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନରେ ଇଡିର ଖୋଳତାଡ । କଡା ସୁରକ୍ଷା ବଳୟରେ ରାଜା ଚକ୍ରଙ୍କ ଘର ଯାଞ୍ଚ କରାଯାଉଛି । ଶୁଆକାଟି ସ୍ଥିତ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସି ର କୋଟି କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ରାଜା ଚକ୍ର EOW ଦ୍ଵାରା ଗିରଫ ହୋଇ ବାଲେଶ୍ୱର ଜେଲରେ ଅଛନ୍ତି । ଫେବୃଆରୀ ୭ ତାରିଖ ଦିନ EOW ପ୍ରଥମେ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସି ର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ପଚରା କରିବା ପରେ ଉଠାଇ ନେବା ସହ ୯ ତାରିଖରେ ଗିରଫ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଞ୍ଚାଅ ସମାବେଶ : ବିଜେପି

ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଞ୍ଚାଅ ସମାବେଶ : ବିଜେପି

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ ରାଜ୍ୟ ବିଜେପିର ପ୍ରେସମିଟ । କଂଗ୍ରେସ ଉପରେ ବର୍ଷିଲେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚô ତ୍ରିପାଠୀ ।...

Login