ଗଜପତି : ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଗାଡି ଦୁର୍ଘଟଣା । ଗଜପତି ଜିଲ୍ଲା ଅଡବା ଥାନା ମାଣ୍ଡିମେରା ଜାଙ୍ଗୁଡି ନିକଟରେ ଓଲଟିଲା । ଅଳ୍ପକେ ବର୍ତ୍ତିଲେ କୋରାପୁଟ ଜିଲ୍ଲାର ୨୨ ପୋଲିସ କର୍ମଚାରୀ । ଝାଗୁଡିଠାରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡିଟି ଖସିପଡିଥିଲା । ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଅଡବା ପୋଲିସ ।
Views: 14