The Ultimate Managed Hosting Platform
ADVERTISEMENT

ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ

Facebook
Twitter
LinkedIn

ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର ହାଟ ଥାନା ଅଞ୍ଚଳଦିଗର ଗାଁର ଜଣେ ମହିଳା ଜୀବନ ହାରିଛନ୍ତି । ସ୍ବାମୀଙ୍କ ସହ ଝଗଡା ପରେ ମହିଳା ଜଣଙ୍କ ଏହି ପଦକ୍ଷେପ ନେଇଛନ୍ତି । ରବିବାର ରାତିରେ ଆମ୍ବ ଖାଇବାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ କୋଠରି ଭିତରେ ରଶି ଲଗାଇ ଜୀବନ ହାରିଲେ ମହିଳା । ମୃତକ ଜଣଙ୍କ ହେବେଳେ ଚନ୍ଦା ଦେବୀ । ଘଟଣା ଘଟିବା ପରେ ପରିବାର ଲୋକ ଘର ଛାଡି ଚାଲିଯାଇଥିଲେ । ଖବର ପାଇଁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ସଦର ହସ୍ପିଟାଲକୁ ପଠାଇଛି । ମୃତ ମହିଳାଙ୍କ ସ୍ବାମୀ ଚଣ୍ଡିଗଡରେ ଏକ କମ୍ପାନୀରେ କାମ କରନ୍ତି । ମୃତ ମହିଳାଙ୍କ ୧୦ ବର୍ଷର ପୁଅ ବାପା ମାଆଙ୍କ ଝଗଡା ବିଷୟରେ କହିଲା । ଏହି ଘଟଣାକୁ ନେଇ ବର୍ତ୍ତମାନ କିଛି କହିହେବନି ବୋଲି ପୋଲିସ କହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ସତ ଜଣାପଡିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

ପାକିସ୍ତାନରେ ଭୀଷଣ ଅଗ୍ନିକାଣ୍ଡ, ୫ ଜଣଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଭୀଷଣ ଅଗ୍ନିକାଣ୍ଡ, ୫ ଜଣଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନର ପେଶାୱାର ସହରରେ ଭୀଷଣ ଅଗ୍ନିକାଣ୍ଡ ଘିଟିଛି । ଏହି ଅଗ୍ନିକାଣ୍ଡରେ ୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ସମେତ ଅନେକ ଲୋକ...

Login