The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଏସଡିଓ

Facebook
Twitter
LinkedIn

ଟିଟିଲାଗଡ : ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଏସଡିଓ । ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ୱର ମାଝୀଙ୍କ ଘରେ ରେଡ । ଟିଟିଲାଗଡ ଅଫିସ ଓ ଘର ସମେତ ୬ଟି ସ୍ଥାନରେ ରେଡ । ସମ୍ବଲପୁର ସହର ୟୁନିଟ ୧୬ ରେ ରହିଛି ଦୁଇ ମହଲା ଘର। ବ୍ରଜରାଜନଗରରେ ଦୁଇ ମହଲା ଘର, ଏକ ମାର୍କେଟ କଂପ୍ଲେକ୍ସ, ଝାରସୁଗୁଡାରେ ଦୁଇଟି ହାଉସିଂ ବୋର୍ଡ ଘର ମଧ୍ୟ ରହିଛି । ଅଫିସ ଚାମ୍ବର ଓ ଟିଟିଲାଗଡ଼ ସରକାରୀ ବାସଭବନରେ ଭିଜିଲାନ୍ସର ଯାଞ୍ଚ ଜାରି ରହିଛି । ଶ୍ୱଶୁର ଘର, ପୈତୃକ ଘର ସମ୍ବଲପୁରରେ ମଧ୍ୟ ରେଡ କରାଯାଉଛି। ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉରେ ୫ ଡ଼ିଏସପି, ୮ ଇନିସ୍ପେକ୍ଟର, ୨ ଏଏସଆଇଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login