ପିପିଲି : ପୁଣି ଆମ ବସ ଘଟାଇଲା ଦୁର୍ଘଟଣା । ଆମ ବସ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ଚାଲିଗଲା ଜୀବନ । ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢିଗଲା ଆମ ବସ । ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା । ଆଉ ଏକ ସ୍କୁଟିକୁ ସାଇଡ ମାରିବାରୁ ତଳେ ପଡିଯାଇଥିଲେ ୩ ଯୁବତୀ । ତଳେ ପଡି ଯାଇଥିବା ୩ ଯୁବତୀଙ୍କ ଉପରେ ଚଢିଗଲା ଆମ ବସ ।
Views: 0