The Ultimate Managed Hosting Platform
ADVERTISEMENT

ସୈାରଭ ଗାଙ୍ଗୁଲିଙ୍କ ବାୟୋପିକରେ ନଜର ଆସିବେ ରାଜକୁମାର

Facebook
Twitter
LinkedIn

ମୁମ୍ବାଇ : କ୍ରିକେଟର ସୈାରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବ ବାୟୋପିକ । ଏହି ଫିଲ୍ମର ଲିଡରେ ନଜର ଆସିବେ ଅଭିନେକା ରାଜକୁମାର ରାଓ । ଗାଙ୍ଗୁଲି କେବଳ ଭାରତୀୟ କ୍ରିକେଟରେ ନୁହନ୍ତି, ବରଂ ବିଶ୍ବ କ୍ରିକେଟରେ ଜଣେ ମହାନ ଖେଳାଳି ଭାବେ ଜଣାଶୁଣା ଅଟନ୍ତି । ଗାଙ୍ଗୁଲିଙ୍କୁ ନେଇ ପ୍ରସ୍ତୁତ ହେବାକୁ ଥିବା ଏହି ବାୟୋପିକରେ କାମ କରିବା ନେଇ ନିଜେ ରାଜକୁମାର ମୋହର ମାରିଛନ୍ତି ।
ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ କିଛି ମାସ ଧରି ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ରାଜକୁମାର ଉକ୍ତ ଅଟକଳ ଉପରେ ବିରାମ ଲଗାଇଛନ୍ତି । ସେ ବାୟୋପିକରେ ଗାଙ୍ଗୁଲିଙ୍କ ଭୂମିକା ନିଭାଇବେ ବୋଲି ଅଫିସିଆଲ ଭାବେ ଘୋଷଣା କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ମଧ୍ୟ ରାଜକୁମାର ଏନେଇ ସ୍ପଷ୍ଟ କରିଥିଲେ । ତେବେ ଏହି ଚରିତ୍ରକୁ ନେଇ ସେ ନର୍ଭସ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ, ୩ ଜଣଙ୍କର ଚାଲିଗଲା ଜୀବନ ଏବଂ ୯ ନିଖୋଜ

ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ, ୩ ଜଣଙ୍କର ଚାଲିଗଲା ଜୀବନ ଏବଂ ୯ ନିଖୋଜ

ଉତ୍ତରାଖଣ୍ଡ : ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ । ଉତ୍ତରାଖଣ୍ଡରୁ ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଅଳକାନନ୍ଦା ନଦୀକୁ ବସଟି ଖସି ପଡିଛି । ଫଳରେ...

Login