The Ultimate Managed Hosting Platform
ADVERTISEMENT

ଟ୍ରଲର ପଛରେ ପିଟି ହେଲା ବାଇକ

Facebook
Twitter
LinkedIn

ସୁନ୍ଦରଗଡ : ସୁନ୍ଦରଗଡ ଟ୍ରଲର ପଛରେ ପିଟି ହେଲା ବାଇକ । ୨ ବାଇକ ଆରୋହୀଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର । ବ୍ରାହ୍ମଣୀପାଲି ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା । ମୃତକ ଦୁଇ ଜଣ ଭେଡାବାହାଲ ଗାଁର ହୋଇଥିବା ସୂଚନା । ଘଟଣା ସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ଟ୍ରକକୁ ଅଟକାଇ ଥିଲେ । ସୁକାନ୍ତଙ୍କ ମରଶରୀରକୁ ରାସ୍ତା ଉପରେ ରଖି ପାଞ୍ଚ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବା ପାଇଁ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡିଗୁଡିକ ଅଟକି ରହିଛି । ଘଟଣା ସ୍ଥଳକୁ ଡ଼ିଏସପି ମନୋରଞ୍ଜନ ପ୍ରଧାନଙ୍କ ସହ ପୋଲିସ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ । ଆନ୍ଦୋଳନ କାରୀଙ୍କୁ ପୋଲିସ ବୁଝାଇବା ସହ କ୍ଷତି ପୂରଣ ପ୍ରତିଶୃତି ଦେବା ପରେ ଶବ ବ୍ୟବେଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ଜଣାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login